Advertisement

Christmas cantata festival observed in Similiguda

Christmas cantata festival observed in Similiguda କୋରାପୁଟ ଜିଲ୍ଲା ସେମିଲିଗୁଡା ବସଷ୍ଟାଣ୍ଡ ଠାରେ 2019 କ୍ରୀଷ୍ଟମାସ କଣ୍ଟାଟା ଆଜବେଣ୍ଟ ଉତ୍ସବ ପାଳିତ ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅଥିତି ସମାଜ ସେବୀ. କୃଷ୍ଣ ସିଂ ସନମାନୀତ. ଅତିଥି ପୂର୍ବତନ ବିଧାୟକ ପ୍ରପୁଲ ପାଙ୍ଗି, ଡମ ସମାଜ ସଭାପତି. ରାଜେନ୍ଦ୍ର ଧଡକା କ୍ରିଷ୍ଟିୟା ନ କାଉସିଲ ସଭାପତି ଡାନିଏଲ ଖରା, ସୁନାବେଡା S. D. P. ନିରଞ୍ଜନ ବେହେରା ଯୋଗଦେଇଥିବା ବେଳେ, ଓଡିଶା, ଗୋଆ, ଆନ୍ଦ୍ରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗୋଡ଼ ଆଦି ରାଜ୍ୟର 130 କଳାକାର ଯୀଶୁକ୍ରିଷ୍ଟଙ୍କ ଜନ୍ମବାଣୀ ଉପରେ ନାଟକ ପ୍ରଦର୍ଶନ କରି ଥିଲେ, ଏଥିରେ ଛାଇନୀଜ ନୃତ୍ୟର ବିଶେଷ ଆକର୍ଷଣ ରହିଥିଲା, ଏବଂ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ, ଲାଇଟ ଓ ଜନ ସମୁଦ୍ରରେ ଭରି ଯାଇଥିଲା, ଶୀତ ମଧ୍ୟ ରେ କ୍ରିଷ୍ଟମାସ ଉଷ୍ମତାରେ ଲୋକେ ଖୁସି ଅନୁଭବ କରି ଥିଲେ, ଏହି କାର୍ଯ୍ୟକ୍ରମକୁ ସୁନୀଲ କେତ୍ରିୟ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ,

#odishatimes,#odisha time,#kalahandi news,#odisha news,Christmas cantata festival observed in Similiguda,

Post a Comment

0 Comments